Hello apps referral link. https://d.helo-app.com/YmkC2d/
ଓଡିଆ ଲଭ ସାୟାରି,
Odia Shayari ଭଲ ପାଉଥିବା ଲୋକଙ୍କୁ ସାୟେରୀ ପଠାନ୍ତୁ (Love SMS) ମେ କୁ ମାଗିଲି ବରଷା ଟୋପାଏ ♡♡ ତମକୁ ମାଗିଲି ମନ.. ମେଘ ଦେଇଦେଲା ବରଷା ଅଶାରେ ♡♡ ହେଲେ ତମେ ଦେଲ ନାହିଁ ମନ… __________________ ଅଇନା ଯେପରି ମିଛ କହେନାହିଁ ♡♡ ଆଖିକି ଦେଖିବା ଭିନ୍ନ.. ମନଦେଇ ଯାହାକୁ ଭଲ ପାଇଥିବୁ ♡♡ ସେହି ହେବ ଜୀବନ ଧନ… ____________________ ପହିଲୁ ଦେଖାରେ ପ୍ରିୟା ଚାରି ଆଖି , ♡♡ ଆମ ହୋଇଲା ମିଳନ … ତୁମରି ରୁପକୁ ପ୍ରିୟା ମୋ ♡♡ ହୃଦୟେର କଲି ସଂକଳନ …. _____________ ମନ ଗହନରେ ସାଦା କାଗଜରେ , ଆଙ୍କି ରଖିଲି ତୁମ ଛବି ♡♡ ଅଲିଭା ଅକ୍ଷରେ ଲେଖି ହୋଇଗଲା ହୃଦୟର ପ୍ରତିଛବି. ♡♡ _______________ ରାଣ ଦେଲି ପ୍ରିୟ ମୋରୋ ଛୁଇଁ ବନି ମୋତେ ,♡♡ ମୁଁ କାଡେ ବଂଚି ଯିବି ତୁମ ସ୍ପର୍ଶ ପାଇ.. ଜାଣି ନାହିଁ ବଂଚି ଥିବି କି ନାହିଁ…♡♡ ଏହି ରାତି ଗଲେ ପାଇ ……. ____________ ତମେ ଯଦି ତାକୁ ଭଲ ପାଇବ ଶେଷରେ ପାଇବ ଧୋକା, ♡♡ ତୁମକୁ ଛାଡି ଅନ୍ୟ କାହା ସାଥିରେ ମାରିବ ଚୌକା ଛକା…….♡♡ ___________ ପାଗଳ ପରି ମୁଁ ଭଲ ପାଉଥିଲି ଆଜି କୁହେ ସେ ମତେ ଜାଣେନା, ♡♡ ତୁମରି କଥାରେ ଘର ମୁଁ ଛାଡ଼ିଲି ହେଇଗଲି ଏକ ଖେଳନା, ପ୍ରେମରେ ତୋର ବିଷ ଭରିଥିଲୁ, ବଞ୍ଚି ଥାଉ ଥାଉ ମତେ ମାରେନା…..♡♡ __________ ଭଲ ପାଇଥିଲି ...
Comments
Post a Comment