ଓଡିଆ ଲଭ ସାୟାରି,


Odia Shayari 
ଭଲ ପାଉଥିବା ଲୋକଙ୍କୁ ସାୟେରୀ ପଠାନ୍ତୁ (Love SMS)  ମେ କୁ ମାଗିଲି ବରଷା ଟୋପାଏ ♡♡ ତମକୁ ମାଗିଲି ମନ.. ମେଘ ଦେଇଦେଲା ବରଷା ଅଶାରେ ♡♡ ହେଲେ ତମେ ଦେଲ ନାହିଁ ମନ…
 __________________
 ଅଇନା ଯେପରି ମିଛ କହେନାହିଁ ♡♡ ଆଖିକି ଦେଖିବା ଭିନ୍ନ.. ମନଦେଇ ଯାହାକୁ ଭଲ ପାଇଥିବୁ ♡♡ ସେହି ହେବ ଜୀବନ ଧନ… ____________________ 
ପହିଲୁ ଦେଖାରେ ପ୍ରିୟା ଚାରି ଆଖି , ♡♡ ଆମ ହୋଇଲା ମିଳନ … ତୁମରି ରୁପକୁ ପ୍ରିୟା ମୋ ♡♡ ହୃଦୟେର କଲି ସଂକଳନ …. _____________ 
ମନ ଗହନରେ ସାଦା କାଗଜରେ , ଆଙ୍କି ରଖିଲି ତୁମ ଛବି ♡♡ ଅଲିଭା ଅକ୍ଷରେ ଲେଖି ହୋଇଗଲା ହୃଦୟର ପ୍ରତିଛବି. ♡♡ _______________ 
ରାଣ ଦେଲି ପ୍ରିୟ ମୋରୋ ଛୁଇଁ ବନି ମୋତେ ,♡♡ ମୁଁ କାଡେ ବଂଚି ଯିବି ତୁମ ସ୍ପର୍ଶ ପାଇ.. ଜାଣି ନାହିଁ ବଂଚି ଥିବି କି ନାହିଁ…♡♡ ଏହି ରାତି ଗଲେ ପାଇ …….
 ____________
 ତମେ ଯଦି ତାକୁ ଭଲ ପାଇବ ଶେଷରେ ପାଇବ ଧୋକା, ♡♡ ତୁମକୁ ଛାଡି ଅନ୍ୟ କାହା ସାଥିରେ ମାରିବ ଚୌକା ଛକା…….♡♡ ___________ 
ପାଗଳ ପରି ମୁଁ ଭଲ ପାଉଥିଲି ଆଜି କୁହେ ସେ ମତେ ଜାଣେନା, ♡♡ ତୁମରି କଥାରେ ଘର ମୁଁ ଛାଡ଼ିଲି ହେଇଗଲି ଏକ ଖେଳନା, ପ୍ରେମରେ ତୋର ବିଷ ଭରିଥିଲୁ, ବଞ୍ଚି ଥାଉ ଥାଉ ମତେ ମାରେନା…..♡♡
 __________ 
ଭଲ ପାଇଥିଲି ଗୋଲାପ ଫୂଲକୁ, ♡♡ କଣ୍ଟା ର ଆଘାତ ସହି… ସେଇ ଫୁଲ ଯଦି ଆଜି ଧୋକା ଦେଇ ଦେବ, କାହାକୁ କହିବି ଯାଇ…..♡♡ 
___________ 
ଫୁଲ ଟିଏ ଦେଲେ ଜେତେ ଲାଗେ ଖୁସି ♡♡ ବେସି ଖୁସି ଲାଗେ ତୁମେ ଦେଲେ ହସି ।♡♡ ମୋ ମନର ମାନଶି ମୁଁ ତୁମକୁ ଭଲପାଏ ମୋ ଜୀବନଠୁ ବେଶି ♡♡ ମୋ ଜୀବନଠୁ ବେଶି । 
__________ 
ରାତି ପାହିଗଲେ ନିଦ ଭାଙ୍ଗି ଗଲେ ଆଖି କଣ ସପ୍ନ କୁ ଭୁଲେ ♡♡ ଯେତେ ଦୂରେ ଥିଲେ ଦିନ ବିତି ଗଲେ ମନ କଣ ତୁମକୁ ଭୁଲେ ♡♡ _______________
- ସାଗର ହଜିଛି ତା ନୀଳ ଆଖିରେ ଜହ୍ନ ଲୁଚିଛି ତା ଓଢଣୀ ତଳେ ♡♡ ମନ ଝୁମିଯାଏ ଅକୁହା କଥାରେ ଜହ୍ନ ପାଏ ହାତ ପାପୁଲିରେ ♡♡ 
____________ 
ମୋ ହୃଦୟ କିଛି କହିଲା ତୋ ହୃଦୟ କିଛି ସୁଣିଲା ♡♡ ଦୁଇ ହୃଦୟର ମିଳନ ହେଲା ପରେ ଧୀରେ ଧିରେ ପ୍ରେମ ହେଲା . ♡♡ ________________
 ନିଦ ଆସେ ସ୍ଵପ୍ନ ଆସେ ମନେ ସବୁ ରହେନା, ♡♡ ଯେବେ ଦେଖେ ତୁମକୁ ତାକୁ ଭୁଲି ପାରେନା ♡♡ ________________ 
ସତରେ ନ ହେଲା ନାହିଁ ମିଛରେ ଥରେ ତୁ ମୋରୋ ହେଇ ଯା ♡♡ ରାତିଟେ ନିଜର ହେଇ ତାପରେ ତୁ ଧୋକା ଦେଇଯା ♡♡ ______________________

Comments

Popular posts from this blog